ଭୁବନେଶ୍ବର: ଯାତ୍ରା ଜଗତର ମହାରଥୀ ଭାବେ ପରିଚିତ କଳିଙ୍ଗ ଗଣନାଟ୍ୟ ଏକ ସମୟୋପଯୋଗୀ କାହାଣୀକୁ ନେଇ ନୂଆ ନାଟକ ‘ମାନବ ବୋମା’ ପ୍ରଦର୍ଶନ କରିବାକୁ ଯାଉଛି। ଦମଦାର ଅଭିନେତା-ଅଭିନେତ୍ରୀ ସାଙ୍ଗକୁ ଆଧୁନିକ ଟେକନଲୋଜି ଓ ସୁପରହିଟ ଗୀତରେ ଭରପୁର ଏ ନାଟକ ଓଡ଼ିଶାରେ ଚହଳ ସୃଷ୍ଟି କରିବ ବୋଲି ଯାତ୍ରାପାର୍ଟି ମାଲିକ ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଖୋଦ୍‌ ମହାରଥୀ ଏ ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବିଶେଷ ସୂତ୍ରରୁ…

ଲସ୍‌ ଆଞ୍ଜେଲସ/ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଆଉ ଗୌରବର ଖବର। ଆମ ସିନେମା ଶିଳ୍ପର ଆଗଧାଡ଼ିର ଅଭିନେତା ମିହିର ଦାସ ହଲିଉଡ ସିନେମାରେ ଅଭିନୟ କରୁଛନ୍ତି। ସିନେମାର ନାଁ ରହିଛି ‘ଏକ୍ସକ୍ୟୁଜ୍‌ ମି’। ହଲିଉଡ ସିନେମାରେ ସୁଯୋଗ ପାଇବାରେ ମିହିର ହେଉଛନ୍ତି ପ୍ରଥମ ଓଡ଼ିଆ। ଏ ଖବର ଜଣାପଡ଼ିବା ପରେ କେବଳ ଓଡ଼ିଆ କାହିଁକି, ଭାରତୀୟ ସିନେମା ଜଗତରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ…

ଯୋଧପୁର: ୨୦ ବର୍ଷ ତଳର କୃଷ୍ଣସାର ମୃଗ ଶିକାର ମାମଲାରେ ବର୍ତ୍ତମାନ ଯୋଧପୁର ଜେଲରେ ଥିବା ବଲିଉଡ୍‌ ତାରକା ସଲମାନ୍‌ ଖାନ୍‌ ପାରୋଲ୍‌ରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଏ ନେଇ ସେ ଆବେଦନ କରିଥିବା ଜେଲ୍‌ କର୍ତୃପକ୍ଷ ଜଣାଇଛନ୍ତି। ବିଗତ ବର୍ଷମାନଙ୍କରେ ଗଞ୍ଜାମର ବେତନଟି-ବାଲିପଦର ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ଉତ୍ସାହଜନକ ଭାବେ ବୃୃଦ୍ଧି ପାଇଥିବା ନେଇ ନିକଟରେ ଗଣମାଧ୍ୟମେର ରିପୋର୍ଟ ପ୍ରକାଶ ପାଇଛି। ନିକଟରେ ହୋଇଥିବା ଗଣନା ଅନୁସାରେ ବର୍ତ୍ତମାନ ଗଞ୍ଜାମର ଏହି…

ମୁମ୍ବାଇ: ୨୦୧୪ରେ ମୁକ୍ତିଲାଭ କରିଥିବା ସଲମାନ୍‌ ଖାନ୍‌ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘କିକ୍’ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥିରେ ଜିଏସ୍‌ଟି ବିରୋଧୀ ସଂଳାପ ଅଛି ବୋଲି ମହାରାଷ୍ଟ୍ର ବିଜେପି ଅଭିଯୋଗ କରିବା ପରେ ବିବାଦ ମୁଣ୍ଡଟେକିଛି। ସିନେମାର ସଂଳାପ ବଦଳ ପାଇଁ ଯୋରଦାର ଦାବି ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଛନ୍ତି ଓ ଏ ନେଇ ନିର୍ମାତା ନିର୍ଦ୍ଦେଶକ ସାଜିଦ୍‌ ନାଦିଆଦଓ୍ବାଲାଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଲ୍‌ ମେ ଆତା ହୁଁ, ସମଝ୍‌ ମେ ନହିଁ…