ଅର୍ଣବ ଗୋସ୍ବାମୀଙ୍କ ଶୋ‘ରେ ମତ ରଖିଲେ ପାକିସ୍ତାନୀ ବିଶେଷଜ୍ଞ ଓ୍ବାସିଂଟନ୍ ଡିସି/ମୁମ୍ବାଇ: ଦିନକୁ ଏକାଧିକ ବାର ଦାଢ଼ି କ୍ଷୋର ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଣିକି ଦାଢ଼ି ବଢ଼ାଇବେ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ମିଳିଛି। ନିଜର ପୁରୁଣା ବାରିକଙ୍କୁ ହଟାଇ ତାଙ୍କ ସ୍ଥାନରେ ଦୁଇଜଣ ନୂଆ ବାରିକ ନିଯୁକ୍ତି କରିବାକୁ ରାଷ୍ଟ୍ରପତି ହ୍ବାଇଟ ହାଉସ୍ ପର୍ସନାଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର କୋରିଆର ଏକଛତ୍ରବାଦ ରାଷ୍ଟ୍ରମୁଖ୍ୟ କିମ୍‌ ଜଙ୍ଗ୍‌ ଉନ୍‌ ତାଙ୍କୁ ‘ପାତିମୁହାଁ‘…

କବି,ଲେଖକ ଓ ଭାଷାପ୍ରେମୀଙ୍କୁ ମିଳିବ ରାଜନୀତିରେ ସୁଯୋଗ ଭୁବନେଶ୍ବର: ବିଦ୍ରୋହୀ ବିଜେଡି ନେତା, ପୂର୍ବତନ ସାଂସଦ, ଅନୁବାଦକ ଓ ଲେଖକ ତଥା ଓଡ଼ିଆ ଭାଷା ସୁରକ୍ଷା ସମିତିର ଆବାହକ ବୈଷ୍ଣବ ପରିଡ଼ା ଏକ ନୂଆ ରାଜନୈତିକ ଦଳ ଗଢ଼ିବାକୁ ଯାଉଛନ୍ତି। ତାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଘୋଷଣା ହେବ ଓ ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀରେ ବୈଷ୍ଣବ ପ୍ରାର୍ଥୀ ଦିଆଯିବ। ଦଳର ନାମ ସ୍ଥିର ହୋଇ ନଥିଲେ…

କେନ୍ଦ୍ରର ‘ଉଜ୍ଜ୍ବଳା‘ ଢାଞ୍ଚାରେ ରାଜ୍ୟରେ ‘ନିର୍ଜଳା‘ ଯୋଜନା ପାଇଁ ଦାମ ରାଉତଙ୍କ ପ୍ରସ୍ତାବ ଭୁବନେଶ୍ବର: ସାଧାରଣ ଜନତାଙ୍କ ନିଶା–ପାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଭ୍ରାମ୍ୟମାଣ ମଦ ଦୋକାନ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍ଥାୟୀ ମଦ ଦୋକାନ ପ୍ରତିଷ୍ଠାକୁ ବିଭିନ୍ନ ଅଞ୍ଚଳରେ ପ୍ରବଳ ବିରୋଧ କରାଯିବା, ମହିଳା କର୍ମୀଙ୍କ ଦ୍ବାରା ମଦ ଦୋକାନ ଭଙ୍ଗାଯିବା ଏବଂ ସର୍ବୋପରି ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶରେ ଜାତୀୟ ରାଜପଥ କଡ଼ରେ ମଦ ଦୋକାନ ବନ୍ଦହେବା ଯୋଗୁଁ ସରକାର ପ୍ରବଳ…

ସ୍ବାଗତଯୋଗ୍ୟ ପଦକ୍ଷେପ: ଯୋଗୀ ଆଦିତ୍ୟନାଥ ଆମ ଦାବି ଆଗରେ ନଇଁଲେ ମୋଦି: ଅଖିଳେଶ ଲକ୍ଷ୍ନୌ/ନୂଆଦିଲ୍ଲୀ: ଅହମ୍ମଦାବାଦ–ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଶୁଭାରମ୍ଭ ପରେ ଏବେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ଗୋରଖପୁର ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ଚଳାଇବାକୁ କେନ୍ଦ୍ର ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସବୁଜ ସଂକେତ ମିଳିଥିବା ଜଣାପଡ଼ିଛି। ଖୁବ୍ ଶୀଘ୍ର ଏ ନେଇ ବିଧିବଦ୍ଧ ଘୋଷଣା ପ୍ରକାଶ ପାଇବ। ଏହି ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…